ଅର୍ଥ : ଦଳ ବଦଳାଉଥିବା ବ୍ୟକ୍ତି ବା ଯେ ଗୋଟିଏ ଦଳକୁ ଛାଡ଼ି ଅନ୍ୟ ଦଳକୁ ଚାଲିଯାଏ
ଉଦାହରଣ :
ସରକାର ଗଢ଼ାହେଉହେଉ ଦଳବଦଳକାରୀ ନେତାମାନଙ୍କୁ ମନ୍ତ୍ରୀ କରାଗଲା
ଅନ୍ୟ ଭାଷାରେ ଅନୁବାଦ :
दल बदलने वाला या जो एक दल को छोड़कर दूसरे दल में चला जाए।
सरकार बनते ही दलबदलू नेताओं को मंत्री बना दिया गया।
दलबदलू