ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଚିରାଫଟା ଲୁଗା ସିଲାଇ କରୁଥିବା କାରିଗର
ଉଦାହରଣ : ରଫୁକାର ପୁରୁଣା ବସ୍ତ୍ରରେ ରଫୁ କରୁଛି
ସମକକ୍ଷ : ଦରଜି, ରଫୁକାର
ଅନ୍ୟ ଭାଷାରେ ଅନୁବାଦ :हिन्दी
वह जो पैबंद लगाने का कार्य करे।
ଅର୍ଥ : ଲୁଗା ସିଲାଇ କରୁଥିବା ବ୍ୟକ୍ତି
ଉଦାହରଣ : ସେ ଜଣେ ଭଲ ଦର୍ଜିକୁ ନିଜ ଲୁଗା ସିଲାଇ କରିବାପାଇଁ ଦେଇଛି
ସମକକ୍ଷ : ଦରଜି
ଅନ୍ୟ ଭାଷାରେ ଅନୁବାଦ :हिन्दी English
वह जो कपड़े सीने का कार्य करता हो।
A person whose occupation is making and altering garments.
ସଂସ୍ଥାପନ କରନ୍ତୁ