ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଯାହା ଫୁଟିଫୁଟି ଅଧା ରହିଯାଏ ଏବଂ ଗାଢା ହୋଇ ଯାଏ(ଦୁଧ,ପାଚନ ଆଦି)
ଉଦାହରଣ : ଦରସିଝା କ୍ଷୀରରେ ରସଗୋଲା ପକାଇ ରସମଲାଇ ତିଆରି କରାଯାଏ
ସମକକ୍ଷ : ଅଧାମରା, ଦରଫୁଟା, ଦରସିଝା
ଅନ୍ୟ ଭାଷାରେ ଅନୁବାଦ :हिन्दी
जो खौलते-खौलते आधा रह जाय और गाढ़ा हो जाय (दूध, काढ़ा आदि)।
ଅର୍ଥ : ଅଧାମରା ବା ଯିଏ ମରିବା ଉପରେ
ଉଦାହରଣ : ଗ୍ରାମବାସୀମାନେ ଚୋରକୁ ମାରିମାରି ଅଧମରା କରିଦେଇଛନ୍ତି
ସମକକ୍ଷ : ଅଧମରା, ଅର୍ଦ୍ଧମୃତ, ଦରମରା
ଅନ୍ୟ ଭାଷାରେ ଅନୁବାଦ :हिन्दी English
आधा मरा हुआ या जो मरने की कगार पर हो।
Very tired.
ସଂସ୍ଥାପନ କରନ୍ତୁ