ଅର୍ଥ : ଦମକଳ ବିଭାଗରେ କାମ କରୁଥିବା କର୍ମଚାରୀମାନଙ୍କ ସମୂହ
ଉଦାହରଣ :
ନିଆଁ ଲାଗିବାର ସୂଚନା ମିଳିବା ମାତ୍ରେ ହିଁ ଦମକଳଦଳ ଘଟଣା ସ୍ଥଳରେ ପହଞ୍ଚିଗଲା
ସମକକ୍ଷ : ଫାୟାରବ୍ରିଗେଡ଼
ଅନ୍ୟ ଭାଷାରେ ଅନୁବାଦ :
दमकल विभाग में काम करने वाले कर्मचारियों का समूह।
आग लगने की सूचना मिलते ही दमकल घटना स्थल पर पहुँच गए।A private or temporary organization of individuals equipped to fight fires.
fire brigade, fire company