ଅର୍ଥ : କୌଣସି ଜାଗା ବା ସ୍ଥାନ ଗ୍ରହଣ କରିବା ବା ସେଠାରେ ରହିବା
ଉଦାହରଣ :
ମୁଁ ମୋ ଜାଗାରେ ଠିଆ ହୋଇଛି,ତୁମ ଜାଗାରେ ନୁହେଁ
ସମକକ୍ଷ :
ଉଭା ହେବା, ଛିଡ଼ା ହେବା, ଠିଆ ହେବା
ଅନ୍ୟ ଭାଷାରେ ଅନୁବାଦ :
* कोई जगह या स्थान लेना या वहाँ रहना।
मैं अपनी जगह पर खड़ा हूँ, तुम्हारी जगह पर नहीं।
खड़ा होना
Occupy a place or location, also metaphorically.
We stand on common ground.
stand