ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଦଣ୍ଡା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଦଣ୍ଡା   ବିଶେଷ୍ୟ

ଅର୍ଥ : ତୁଳା ଭିଣା ଚରଖାର ମଝିରେ ଲାଗିଥିବା କାଠ

ଉଦାହରଣ : ଜେଜେ ଦଣ୍ଡାକୁ ପାଲିଶ କରୁଛନ୍ତି


ଅନ୍ୟ ଭାଷାରେ ଅନୁବାଦ :

रूई ओंटने की चर्खी में लगी हुई बीच की लकड़ी।

दादाजी मजीठी की मरम्मत कर रहे हैं।
मजीठी

ଅର୍ଥ : ଦୋଳିର ସେହି ଚାରିଖଣ୍ଡ କାଠ ବା ଡୋରର କ୍ରମ ଯାହା ଉପରେ ବସିବାପାଇଁ ପଟା ରଖାଯାଇଥାଏ

ଉଦାହରଣ : ଦୋଳି ଝୁଲୁଥିବା ସମୟରେ ଦଣ୍ଡା ଛିଡ଼ିଗଲା


ଅନ୍ୟ ଭାଷାରେ ଅନୁବାଦ :

झूले की वे चारों लकड़ियाँ या डोरी की लड़ें जिन पर बैठने की पटरी रखी जाती है।

झूला झूलते समय डाँड़ी टूट गयी।
डाँड़ी

Something less than the whole of a human artifact.

The rear part of the house.
Glue the two parts together.
part, portion