ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଦଣ୍ଡବିଧି ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଦଣ୍ଡବିଧି   ବିଶେଷ୍ୟ

ଅର୍ଥ : ଏହି ନିୟମ ବା ବିଧାନ ଯେଉଁଥିରେ ଅପରାଧପାଇଁ ଦଣ୍ଡ ବିଧାନ କରାଯାଏ

ଉଦାହରଣ : ଭାରତୀୟ ଦଣ୍ଡବିଧାନ ଆଇନ୍‌ ଦଫା ୩୦୨ ଅନୁସାରେ ହତ୍ୟାକାରୀକୁ ଆଜୀବନ ଦଣ୍ଡ ଦିଆଯାଇପାରେ

ସମକକ୍ଷ : ଦଣ୍ଡବିଧାନ


ଅନ୍ୟ ଭାଷାରେ ଅନୁବାଦ :

वह नियम या विधान जिसमें अपराधों के लिए दंडों का विवेचन या विधान होता है।

भारतीय दंडविधान के दफ़ा 302 के अंतर्गत खूनी को उम्रकैद की सजा दी जा सकती है।
क्रीमनल लॉ, ताज़ीरात, दंडविधान, दंडविधि, पेनल लॉ

The body of law dealing with crimes and their punishment.

criminal law