ଅର୍ଥ : ପରବର୍ତ୍ତୀ ତାନ୍ତ୍ରିକ ମତାନୁସାରେ ଗୋଟିଏ ପ୍ରକାରର ଆଚାର
ଉଦାହରଣ :
ଦକ୍ଷିଣମାର୍ଗରେ ବୈଦିକ,ବୈଷ୍ଣବ ଏବଂ ଶୈବମାର୍ଗ ମାର୍ଗ ଅପେକ୍ଷା ଉତ୍ତମ ପରନ୍ତୁ ବାମମାର୍ଗରେ ନିମ୍ନ କୋଟି କୁହାଯାଇଛି
ସମକକ୍ଷ : ଦକ୍ଷିଣ ପନ୍ଥ, ଦକ୍ଷିଣପନ୍ଥୀ
ଅନ୍ୟ ଭାଷାରେ ଅନୁବାଦ :
परवर्ती तांत्रिक मत के अनुसार एक प्रकार का आचार।
दक्षिणमार्ग को वैदिक, वैष्णव और शैवमार्ग मार्गों की अपेक्षा अच्छा परन्तु वाममार्ग से निम्न कोटि का बताया गया है।ଅର୍ଥ : ଆଧୁନିକ ରାଜନୀତିର ଯେଉଁ ବାଟ ବା ପକ୍ଷ ସାଧାରଣ ଏବଂ ବୈଧାନିକ ରୀତି ତଥା ଶାନ୍ତ ଉପାୟରେ ବିକଶିତ ହେବା ଆବଶ୍ୟକ କରେ
ଉଦାହରଣ :
ଦକ୍ଷିଣମାର୍ଗ ଉଗ୍ର ଉପାୟରେ ବିପ୍ଳବ କରିବାର ବିରୋଧୀ
ସମକକ୍ଷ : ଦକ୍ଷିଣପଂଥା, ଦକ୍ଷିଣପନ୍ଥା
ଅନ୍ୟ ଭାଷାରେ ଅନୁବାଦ :
आधुनिक राजनीति में वह मार्ग या पक्ष जो साधारण और वैधानिक रीति तथा शांत उपायों से विकास चाहता हो।
दक्षिणमार्ग उग्र उपायों से क्रांति करने का विरोधी होता है।ଅର୍ଥ : ବୈଦିକ ଧର୍ମ ବା ମାର୍ଗ
ଉଦାହରଣ :
ଦକ୍ଷିଣମାର୍ଗ ବାମମାର୍ଗର ବିପରୀତ ହୋଇଥାଏ
ସମକକ୍ଷ : ଡାହାଣ ମାର୍ଗ, ଦକ୍ଷିଣପଥ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଦକ୍ଷିଣମାର୍ଗର ଅନୁଯାୟୀ ବ୍ୟକ୍ତି
ଉଦାହରଣ :
ଦକ୍ଷିଣମାର୍ଗୀଗଣ ବାମମାର୍ଗୀଙ୍କୁ ଉପରେ ବହୁତ ତିରସ୍କାର କଲେ
ସମକକ୍ଷ : ଦକ୍ଷିଣପନ୍ଥୀଦକ୍ଷିଣପଂଥୀ
ଅନ୍ୟ ଭାଷାରେ ଅନୁବାଦ :
दक्षिणमार्ग का अनुयायी व्यक्ति।
दक्षिणमार्गियों की वाममार्गियों से बहस छिड़ गई।