ଅର୍ଥ : ପରବର୍ତ୍ତୀ ତାନ୍ତ୍ରିକ ମତାନୁସାରେ ଗୋଟିଏ ପ୍ରକାରର ଆଚାର
ଉଦାହରଣ :
ଦକ୍ଷିଣମାର୍ଗରେ ବୈଦିକ,ବୈଷ୍ଣବ ଏବଂ ଶୈବମାର୍ଗ ମାର୍ଗ ଅପେକ୍ଷା ଉତ୍ତମ ପରନ୍ତୁ ବାମମାର୍ଗରେ ନିମ୍ନ କୋଟି କୁହାଯାଇଛି
ସମକକ୍ଷ : ଦକ୍ଷିଣ ପନ୍ଥ, ଦକ୍ଷିଣମାର୍ଗ
ଅନ୍ୟ ଭାଷାରେ ଅନୁବାଦ :
परवर्ती तांत्रिक मत के अनुसार एक प्रकार का आचार।
दक्षिणमार्ग को वैदिक, वैष्णव और शैवमार्ग मार्गों की अपेक्षा अच्छा परन्तु वाममार्ग से निम्न कोटि का बताया गया है।ଅର୍ଥ : ଦକ୍ଷିଣମାର୍ଗ ଅନୁଯାୟୀ
ଉଦାହରଣ :
ସେ ଦକ୍ଷିଣମାର୍ଗୀ ରାଜନୀତିଜ୍ଞ ହୋଇ ମଧ୍ୟ ହିଂସାତ୍ମକ କାର୍ଯ୍ୟ କରିବାକୁ ଆଗେଇ ଆସିଲେ
ସମକକ୍ଷ : ଦକ୍ଷିଣମାର୍ଗୀ
ଅନ୍ୟ ଭାଷାରେ ଅନୁବାଦ :
दक्षिणमार्ग का अनुयायी।
वे दक्षिणमार्गी राजनितिज्ञ होकर भी हिंसा पर उतर आए।