ଅର୍ଥ : ଦକ୍ଷିଣ-ପଶ୍ଚିମର ବିଦିଗ ବା କୋଣ
ଉଦାହରଣ :
ସେ ଦକ୍ଷିଣ-ପଶ୍ଚିମ ଆଡ଼େ ଯାଇଛନ୍ତି
ସମକକ୍ଷ : ଦକ୍ଷିଣ ପଶ୍ଚିମ ଦିଗ, ଦକ୍ଷିଣ-ପଶ୍ଚିମ, ନୈଋତ କୋଣ, ନୈଋତ ଦିଗ
ଅନ୍ୟ ଭାଷାରେ ଅନୁବାଦ :
दक्षिण-पश्चिम की विदिशा या कोण।
वह दक्षिण-पश्चिम की ओर गया है।The compass point midway between south and west. At 225 degrees.
sou'-west, southwest, southwestward, sw