ଅର୍ଥ : ଯେପରି କରିବାଦ୍ୱାରା ସାପ ଆଦି କାହାରିକୁ ଦଁଶନ କରେ
ଉଦାହରଣ :
ଯାଦୁକର ଜଣେ ବ୍ୟକ୍ତିକୁ ସାପଦ୍ୱାରା ଦଁଶନ କରାଇଲା
ସମକକ୍ଷ :
ଦଁଶନ କରାଇବା, ଦଁଶେଇବା
ଅନ୍ୟ ଭାଷାରେ ଅନୁବାଦ :
कुछ ऐसा करना कि साँप आदि किसी को डँस दें।
जादूगर ने एक व्यक्ति को साँप से डसवा दिया।
कटवाना,
डँसवाना,
डसवाना