ଅର୍ଥ : ପତ୍ର ଓ ଡାଳ ବିନା
ଉଦାହରଣ :
କୃଷକ ଥୁଣ୍ଟା ଗଛର ଚେର ଖୋଳୁଥିଲା
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଯାହାର ସବୁଠୁ ଉପରି ଭାଗ, ବସ୍ତୁ ଆଦି (ବିଶେଷ କରି ଶୋଭା ବଢ଼ାଉଥିବା) କୌଣସି କାରଣରୁ ନ ଥାଏ
ଉଦାହରଣ :
ତୋଫାନ କାରଣରୁ ସାରା ଜଙ୍ଗଲ ଥୁଣ୍ଟା ହୋଇଗଲା ଗ୍ରୀଷ୍ମଦିନେ ଏହି ପର୍ବତ ଥୁଣ୍ଟା ହୋଇଯାଏ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଯେଉଁଥିରେ ଡାଳ,ପତ୍ର ଆଦି କୌଣସି କାରଣରୁ ନ ଥାଏ
ଉଦାହରଣ :
କୃଷକ ଥୁଣ୍ଟା ଗଛଟିକୁ କାଟୁଛି