ଅର୍ଥ : ଗଳାରେ, ସ୍ୱରଯନ୍ତ୍ରର ତଳ ଭାଗ ତଥା ଶ୍ୱାସପ୍ରଣାଳୀର ଉପର ଭାଗର ଦୁଇପଟେ ଥିବା ଗୋଟିଏ ଅନ୍ତଃସ୍ରାବୀ ଗ୍ରନ୍ଥି
ଉଦାହରଣ :
ଥାଇରଏଡ଼୍ ଗ୍ରନ୍ଥିରୁ ଥାଇରାକ୍ସିନ୍ ତଥା ଟ୍ରାଇଆୟଡୋଥାଇରୋନୀନ୍ କ୍ଷରଣ ହୁଏ
ଅନ୍ୟ ଭାଷାରେ ଅନୁବାଦ :
गर्दन के आधार पर, स्वरयंत्र के निचले भाग तथा श्वासप्रणाली के ऊपरी भाग के दोनों ओर स्थित एक अंतःस्रावी ग्रंथि।
अवटु ग्रंथि थाइरॉक्सीन तथा ट्राइ-आयडोथाइरोनीन को स्रावित करती है।