ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଥଟ୍ଟାଳିଆ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଥଟ୍ଟାଳିଆ   ବିଶେଷଣ

ଅର୍ଥ : ନିଜ କଥାରେ ଲୋକମାନଙ୍କୁ ହସାଉଥିବା ବ୍ୟକ୍ତି

ଉଦାହରଣ : ଭିଣୋଇ ବଡ଼ ଥଟ୍ଟାଳିଆ ବ୍ୟକ୍ତି

ସମକକ୍ଷ : ମଜାଳିଆ


ଅନ୍ୟ ଭାଷାରେ ଅନୁବାଦ :

अपनी बातों से लोगों को हँसाने वाला।

जीजाजी बड़े विनोदी व्यक्ति हैं।
ठिठोलबाज, ठिठोलबाज़, ठिठोलिया, दिल्लगीबाज, दिल्लगीबाज़, मज़ाक़िया, मजाकिया, मसखरा, विनोदी, हँसोड़

Arousing or provoking laughter.

An amusing film with a steady stream of pranks and pratfalls.
An amusing fellow.
A comic hat.
A comical look of surprise.
Funny stories that made everybody laugh.
A very funny writer.
It would have been laughable if it hadn't hurt so much.
A mirthful experience.
Risible courtroom antics.
amusing, comic, comical, funny, laughable, mirthful, risible

ଅର୍ଥ : ଉପହାସର ଯୋଗ୍ୟ

ଉଦାହରଣ : ସେ ତାର ଥଟ୍ଟାଳିଆ ଗୁଣ ପାଇଁ ହିଁ ଜଣାଶୁଣା

ସମକକ୍ଷ : ଉପହସନୀୟ, ଉପହାସ୍ୟ, ପରିହାସପୂର୍ଣ୍ଣ, ବିଦ୍ରୂପାତ୍ମକ


ଅନ୍ୟ ଭାଷାରେ ଅନୁବାଦ :

उपहास के योग्य।

वह अपने उपहासास्पद कृतों के लिए ही जानी जाती है।
अपहास्य, अवहास्य, उपहासास्पद, उपहास्य, हास्य, हास्यास्पद