ଅର୍ଥ : ଶବ୍ଦଗୁଡ଼ିକ ଠିକ ଭାବରେ ଉଚ୍ଚାରଣ ନ କରିବାହେତୁ ମଝିରେମଝିରେ କୌଣସି ଶବ୍ଦ ବହୁତ ଅଟକି ଅଟକି କହିବା
ଉଦାହରଣ :
ମିତେଶ ଟିକେ ଖନାଏ
ସମକକ୍ଷ : ଖନେଇବା
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଶବ୍ଦ ଏବଂ ବର୍ଣ୍ଣ ରହିରହି ଅସ୍ପଷ୍ଟ ଭାବେ ଉଚ୍ଚାରଣ କରିବା ପ୍ରକ୍ରିୟା
ଉଦାହରଣ :
ଛୋଟ ପିଲା ପାଣି ମାଗିବା ସମୟରେ ଖନଉଥିଲା
ଅନ୍ୟ ଭାଷାରେ ଅନୁବାଦ :