ଅର୍ଥ : ତିନିରଙ୍ଗର ପଟି ବା ତିନିରଙ୍ଗ ଥିବା ଧ୍ୱଜ
ଉଦାହରଣ :
ଭାରତୀୟ ଧ୍ୱଜ ତ୍ରିରଙ୍ଗା
ସମକକ୍ଷ : ତ୍ରିରଙ୍ଗାପତାକା
ଅନ୍ୟ ଭାଷାରେ ଅନୁବାଦ :
वह ध्वज जिसमें केवल तीन रंगीन पट्टियाँ हो या जो तीन रंग का हो।
भारतीय ध्वज भी तिरंगा है।ଅର୍ଥ : ଭାରତର ଜାତୀୟ ପତାକା
ଉଦାହରଣ :
ଭାରତୀୟ ସଂସଦ ଉପରେ ତ୍ରିରଙ୍ଗା ଉଡ଼ୁଛି
ସମକକ୍ଷ : ତ୍ରିରଙ୍ଗା ଝଣ୍ଡା, ତ୍ରିରଙ୍ଗା ପତାକା, ଭାରତୀୟ ପତାକା
ଅନ୍ୟ ଭାଷାରେ ଅନୁବାଦ :
भारत की राष्ट्रपताका।
भारतीय संसद पर तिरंगा लहरा रहा है।ଅର୍ଥ : ତିନି ରଙ୍ଗରେ ଅନ୍ତର୍ଭୁକ୍ତ ହୋଇଥିବା
ଉଦାହରଣ :
ଭାରତୀୟ ପତାକା ତ୍ରିରଙ୍ଗା
ଅନ୍ୟ ଭାଷାରେ ଅନୁବାଦ :
Having or involving three colors.
Trichromatic vision.