ଅର୍ଥ : ମୃତ୍ୟୁର ଫଳସ୍ବରୂପ ସାଂସାରିକ କଷ୍ଟଭୋଗର ସମାପ୍ତି ଅଥବା ଏଥିରୁ ମିଳୁଥିବା ମୁକ୍ତି
ଉଦାହରଣ :
କ୍ଷୀଣରୋଗରେ ପୀଡିତ ଜୀବନରୁ ସେ ଦିନରାତି ମୁକ୍ତି କାମନା କରୁଛି
ଅନ୍ୟ ଭାଷାରେ ଅନୁବାଦ :
The act of reducing something unpleasant (as pain or annoyance).
He asked the nurse for relief from the constant pain.