ଅର୍ଥ : ଭୀଷଣ ଝଡ଼ ଯେଉଁଥିରେ ଖୁବ ଧୂଳି ଉଡ଼େ ଏବଂ ବର୍ଷା ହୁଏ
ଉଦାହରଣ :
ରାତିରେ ହୋଇଥିବା ତୋଫାନରେ ଧନ ଓ ଜୀବନ ଉଭୟ ବହୁତ କ୍ଷତି ହୋଇଛି
ସମକକ୍ଷ : ଝଡ଼
ଅନ୍ୟ ଭାଷାରେ ଅନୁବାଦ :
A violent weather condition with winds 64-72 knots (11 on the Beaufort scale) and precipitation and thunder and lightning.
storm, violent stormଅର୍ଥ : ଏପରି ଭୀଷଣ ବା ବିକଟ ଅବସ୍ଥା ଯେଉଁଥିରେ ଅନେକ ଲୋକ ଏକତ୍ରିତ ହୁଅନ୍ତି ଅବା ଯାହାଦ୍ବାରା ଅନେକଙ୍କର ପ୍ରଭୂତ କ୍ଷତି ହୁଏ
ଉଦାହରଣ :
ଚତୁଦ୍ଦିଗରୁ ଆର୍ଥିକ ହ୍ରାସର ତୋଫାନ ଆସିଛି
ଅନ୍ୟ ଭାଷାରେ ଅନୁବାଦ :