ଅର୍ଥ : ଯାହା ତୈଳାଂଶ ଯୁକ୍ତ
ଉଦାହରଣ :
ମୁଁ ନିଜ ସ୍ୱାସ୍ଥ୍ୟ ଗଢ଼ିବାପାଇଁ ଚର୍ବିଯୁକ୍ତ ଖାଦ୍ୟ ଭୋଜନ କରୁଛି
ସମକକ୍ଷ : ଚର୍ବିଯୁକ୍ତ, ମେଦଯୁକ୍ତ, ସ୍ନେହସାରଯୁକ୍ତ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ତେଲଯୁକ୍ତ ବା ତୈଳ ସମ୍ବନ୍ଧୀୟ
ଉଦାହରଣ :
ତେଲିଆ ପଦାର୍ଥ ଖାଇଲେ ମୋଟାପଣ ବଢ଼େ
ଅନ୍ୟ ଭାଷାରେ ଅନୁବାଦ :
Containing an unusual amount of grease or oil.
Greasy hamburgers.