ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ତୈଳଚିତ୍ର ଶବ୍ଦର ଅର୍ଥ ଏବଂ ଉଦାହରଣ ।

ତୈଳଚିତ୍ର   ବିଶେଷ୍ୟ

ଅର୍ଥ : ମୋଟା ଲୁଗା, କାଗଜ ଆଦି ଉପରେ ତୈଳରଙ୍ଗ ସହାୟତାରେ ତିଆରି କରାଯାଇଥିବା ଚିତ୍ର

ଉଦାହରଣ : ସରସ୍ୱତୀ ନିଜର ତୈଳଚିତ୍ରର ପ୍ରଦର୍ଶନୀ କରିଛି


ଅନ୍ୟ ଭାଷାରେ ଅନୁବାଦ :

मोटे कपड़े,काग़ज़ों आदि पर तेल लगे हुए रंगों की सहायता से बना हुआ चित्र।

सरस्वती ने अपने तैलचित्रों की प्रदर्शनी लगाई है।
तैलचित्र

A picture painted with oil paints.

oil painting