ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ତୈଳ ମନ୍ତ୍ରଣାଳୟ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ତୈଳ ମନ୍ତ୍ରଣାଳୟ   ବିଶେଷ୍ୟ

ଅର୍ଥ : (ବିଶେଷକରି ଖଣିଜତେଲ) ତୈଳ ସମ୍ବନ୍ଧୀୟ ଗତିବିଧିଆଦିକୁ ତଦାରଖ କରୁଥିବା ମନ୍ତ୍ରଣାଳୟ

ଉଦାହରଣ : ତୈଳ ମନ୍ତ୍ରଣାଳୟ ତେଲର କଳାବଜାରୀକୁ ରୋକିବା ନେଇ କଠୋର ପଦକ୍ଷେପ ନେଉଛନ୍ତି

ସମକକ୍ଷ : ତୈଳ ମଂତ୍ରଣାଳୟ


ଅନ୍ୟ ଭାଷାରେ ଅନୁବାଦ :

वह मंत्रायल जो तेल (विशेषकर खनिज तेल) संबंधी गतिविधियों की देख-रेख करता है।

तेल मंत्रालय ने तेल की कालाबाजारी रोकने के लिए कठोर कदम उठाया है।
तेल मंत्रालय, तेल मन्त्रालय