ଅର୍ଥ : ଖେତକୁ ଲଗାତାର ତିନିଥର ପାଇଁ ହଳ କରିବା ପ୍ରକ୍ରିୟା
ଉଦାହରଣ :
କୃଷକଟି ଖେତକୁ ତେଓଡ଼ ହଳ କରୁଛି
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଖେତକୁ ଲଗାତାର ତୃତୀୟ ଥର ହଳ କରିବା
ଉଦାହରଣ :
କୃଷକଟି ଖେତକୁ ତେଓଡ଼ କରୁଛି
ଅନ୍ୟ ଭାଷାରେ ଅନୁବାଦ :