ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ତୃତୀୟ ପୁରୁଷ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ତୃତୀୟ ପୁରୁଷ   ବିଶେଷ୍ୟ

ଅର୍ଥ : ବ୍ୟାକରଣରେ ବକ୍ତା ଓ ଶ୍ରୋତାଙ୍କୁ ଛାଡ଼ି ଯେଉଁ ପୁରୁଷ ବିଷୟରେ କିଛି କୁହାଯାଏ

ଉଦାହରଣ : ସେ, ସିଏ, ସେମାନେ, ଇଏ, ଏମାନେ, ଏହା ତୃତୀୟ ପୁରୁଷର ବିଭିନ୍ନ ରୂପ


ଅନ୍ୟ ଭାଷାରେ ଅନୁବାଦ :

व्याकरण में वक्ता और श्रोता को छोड़कर वह पुरुष जिसके बारे में कुछ कहा जाता है।

वह, वे, यह, ये अन्यपुरुष के रूप हैं।
अन्य पुरुष, अन्यपुरुष

Pronouns and verbs that are used to refer to something other than the speaker or addressee of the language in which they occur.

third person