ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : କୌଣସି କାର୍ଯ୍ୟ ଆଦିରେ ଚଞ୍ଚଳତା କରୁଥିବା ବ୍ୟକ୍ତି
ଉଦାହରଣ : ଜଣେ ତୁରୁତୁରିଆ ଯୋଗୁଁ ଏହି କାମ ଖରାପ ହୋଇଗଲା
ସମକକ୍ଷ : ଚଞ୍ଚଳିଆ, ତରତରିଆ, ହଡ଼ବଡ଼ିଆ
ଅନ୍ୟ ଭାଷାରେ ଅନୁବାଦ :हिन्दी
किसी काम आदि में जल्दबाज़ी करनेवाला व्यक्ति।
ଅର୍ଥ : କୌଣସି କାମଆଦିରେ ଚଞ୍ଚଳତା ପ୍ରକାଶକରିବାବାଲା
ଉଦାହରଣ : ମନୋହର ଜଣେ ବେପରୁଆ ଓ ତୁରୁତୁରିଆ ବ୍ୟକ୍ତି
ଅନ୍ୟ ଭାଷାରେ ଅନୁବାଦ :हिन्दी English
किसी काम आदि में जल्दबाज़ी करनेवाला।
Excessively quick.
ସଂସ୍ଥାପନ କରନ୍ତୁ