ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ତୁଣ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ତୁଣ   ବିଶେଷ୍ୟ

ଅର୍ଥ : ଡେମ୍ଫ, ଫଳ, କନ୍ଦା,ଶାଗଆଦି ଯାହାକୁ ରାନ୍ଧି ରୋଟି, ଭାତଆଦି ସହିତ ଖିଆଯାଏ

ଉଦାହରଣ : ପ୍ରିୟମ୍ବଦା ଭେଣ୍ଡି ତରକାରୀ ରାନ୍ଧୁଛନ୍ତି

ସମକକ୍ଷ : ତରକାରୀ, ତିଅଣ


ଅନ୍ୟ ଭାଷାରେ ଅନୁବାଦ :

डंठल, फल, कंद, शाक आदि जिन्हें पकाकर रोटी, चावल आदि के साथ खाते हैं।

प्रियंवदा भिन्डी की सब्जी बना रही है।
तरकारी, भाजी, सब्जी, साग, साग-भाजी, साग-सब्ज़ी, साग-सब्जी

Edible seeds or roots or stems or leaves or bulbs or tubers or nonsweet fruits of any of numerous herbaceous plant.

veg, vegetable, veggie

ଅର୍ଥ : ରନ୍ଧା ଯାଇଥିବା ତରକାରି

ଉଦାହରଣ : ଆଳୁରେ ନାନା ପ୍ରକାରର ତରକାରି ତିଆରି ହୁଏ

ସମକକ୍ଷ : ତରକାରି, ତିଅଣ, ତୁଅଣ, ବ୍ୟଞ୍ଜନ


ଅନ୍ୟ ଭାଷାରେ ଅନୁବାଦ :

पकी हुई सब्जी।

आलू से कई तरह की सब्जियाँ बनती हैं।
तरकारी, भाजी, सब्जी

A particular item of prepared food.

She prepared a special dish for dinner.
dish

ଅର୍ଥ : ରୋଷେଇ ହୋଇଥିବା ମସଲାଦାର ବା ପାଣିଆ ତରକାରୀ

ଉଦାହରଣ : ଖାଦ୍ୟରେ ଗୋଟିଏ ତରକାରି ଆଉ ଗୋଟିଏ ଭଜା ତାଙ୍କର ନିହାତି ଆବଶ୍ୟକ

ସମକକ୍ଷ : ତରକାରି, ତିଅଣ, ବ୍ୟଞ୍ଜନ


ଅନ୍ୟ ଭାଷାରେ ଅନୁବାଦ :

पकी हुई मसालेदार तर या गीली सब्ज़ी।

खाने में उन्हें एक तरकारी और एक भुजिया अवश्य चाहिए।
तरकारी, तीवन, सालन

(East Indian cookery) a pungent dish of vegetables or meats flavored with curry powder and usually eaten with rice.

curry