ଅର୍ଥ : ଯେଉଁ ଅନୁଭୂତି ତୀବ୍ରତା ସହିତ ହୋଇଥାଏ
ଉଦାହରଣ :
ସନ୍ଥମାନଙ୍କୁ ଈଶ୍ୱର ପ୍ରେମର ତୀବ୍ର ଅନୁଭୂତି ମିଳିଥାଏ ଯନ୍ତ୍ରଣାର ତୀବ୍ର ଅନୁଭୂତି ହେଲାବେଳେ ସେ ଚିତ୍କାର କରିବାକୁ ଲାଗିଲା
ଅନ୍ୟ ଭାଷାରେ ଅନୁବାଦ :
तीव्रता के साथ होने वाली अनुभूति।
संतों को ईश्वर प्रेम की तीव्रानुभूति होती है।An unelaborated elementary awareness of stimulation.
A sensation of touch.