ଅର୍ଥ : କୌଣସି ହତିଆର ଆଦିର ପ୍ରାନ୍ତକୁ ରଗଡ଼ିକରି ଧାର କରିବା
ଉଦାହରଣ :
କୃଷକ କୋଦାଳର ଦାଢ଼କୁ ଧାର କରୁଛି
ସମକକ୍ଷ :
ତେଜ କରିବା, ଧାର କରିବା
ଅନ୍ୟ ଭାଷାରେ ଅନୁବାଦ :
किसी हथियार आदि की धार को रगड़कर तेज करना।
किसान कुदाल की धार को पैना कर रहा है।
पैना करना,
पैनाना
Make sharp or sharper.
Sharpen the knives.
sharpen