ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ତିନିସାନ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ତିନିସାନ   ବିଶେଷଣ

ଅର୍ଥ : ତିନିପୁଅଙ୍କ ପରେ ଜନ୍ମ ନେଇଥିବା(କନ୍ୟା)

ଉଦାହରଣ : ତିନିସାନ ମୀନାକୁ ସମସ୍ତେ ଭଲ ପାଅନ୍ତି


ଅନ୍ୟ ଭାଷାରେ ଅନୁବାଦ :

तीन लड़कों के बाद जन्म लेने वाली ( कन्या)।

तियतरी मीना को सभी बहुत प्यार करते हैं।
तितरी, तियतरी

ଅର୍ଥ : ତିନି ଝିଅଙ୍କ ପରେ ଜନ୍ମ ନେଇଥିବା ପିଲା

ଉଦାହରଣ : ନରେଶ ତିନିସାନ,କାରଣ ତାର ଆହୁରି ତିନି ବଡ଼ ଭଉଣୀ ଅଛନ୍ତି


ଅନ୍ୟ ଭାଷାରେ ଅନୁବାଦ :

तीन कन्याओं के बाद जन्म लेनेवाला।

नरेश तियतरा है क्योंकि उससे बड़ी उसकी तीन बहनें और हैं।
तितरा, तियतरा