ଅର୍ଥ : (ଜ୍ୟୋତିର୍ବିଜ୍ଞାନ) ଉତ୍ତପ୍ତ ଗ୍ୟାସଗୁଡ଼ିକଦ୍ୱାରା ଗଠିତ ଯେଉଁ ଜ୍ୟୋତିର୍ମୟ ପିଣ୍ଡ ମଧ୍ୟବର୍ତ୍ତୀ ତାପନାଭିକୀୟ ପ୍ରତିକ୍ରିୟାର ଫଳସ୍ୱରୂପ ଶକ୍ତି ଜାତହୁଏ
ଉଦାହରଣ :
ସୂର୍ଯ୍ୟ ଗୋଟିଏ ତାରକା
ସମକକ୍ଷ : ତାରକା
ଅନ୍ୟ ଭାଷାରେ ଅନୁବାଦ :
(astronomy) a celestial body of hot gases that radiates energy derived from thermonuclear reactions in the interior.
starଅର୍ଥ : ଆକାଶରେ ଦିଶୁଥିବା ସ୍ଥିର ଖଗୋଳୀୟ ପିଣ୍ଡ ଯାହା ରାତିରେ ଚମକୁଥିବା ଦେଖାଯାଏ
ଉଦାହରଣ :
ପୃଥିବୀଠାରୁ ବହୁତ ଦୂରରେଥିବାରୁ ତାରାଗୁଡ଼ିକ ଛୋଟ ଦେଖାଯାଆନ୍ତି
ଅନ୍ୟ ଭାଷାରେ ଅନୁବାଦ :
Any celestial body visible (as a point of light) from the Earth at night.
starଅର୍ଥ : ବାଳି ନାମକ ମାଙ୍କଡ଼ର ସ୍ତ୍ରୀ
ଉଦାହରଣ :
ଅଙ୍ଗଦ ବାଳି ଓ ତାରାଙ୍କ ପୁତ୍ର ଥିଲେ
ଅନ୍ୟ ଭାଷାରେ ଅନୁବାଦ :
An imaginary being of myth or fable.
mythical beingଅର୍ଥ : ଚନ୍ଦ୍ରଙ୍କ ପଥରେ ପଡ଼ୁଥିବା ସତେଇଶଟି ସ୍ଥିର ତାରାପୁଞ୍ଜ ଯାହାଙ୍କର ଭିନ୍ନଭିନ୍ନ ରୂପ ବା ଆକାର ମାନିନିଆଯାଇଛି ଓ ଯେଉଁମାନଙ୍କର ଅଲଗା ଅଲଗା ନାମ ରହିଛି
ଉଦାହରଣ :
ନକ୍ଷତ୍ରମାନଙ୍କ ସଂଖ୍ୟା ସତେଇଶ
ଅନ୍ୟ ଭାଷାରେ ଅନୁବାଦ :
A configuration of stars as seen from the earth.
constellationଅର୍ଥ : ରୁପେଲି କିମ୍ବା ସୁନେଲି ଧାତବ ପାତର ଗୋଲାକାର ଛୋଟଛୋଟ ଖଣ୍ଡ
ଉଦାହରଣ :
ଶାଢୀରେ ଲଗାଯାଇଥିବା ଚୁମୁକି ଝିଲ୍ମିଲ୍ କରୁଛି
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଆଖି ମଝିର କଳା ଭାଗ
ଉଦାହରଣ :
ପିତୁଳା ଆଖିର ଏକ ସମ୍ବେଦନଶୀଳ ଏବଂ ମହତ୍ତ୍ୱପୂର୍ଣ୍ଣ ଅଂଶ
ସମକକ୍ଷ : ଆଖିତାରା, ଆଖିପୁଅ, କନୀନିକା, ନେତ୍ର ପିତୁଳା, ପିତୁଳା
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ବୃହସ୍ପତିଙ୍କ ସ୍ତ୍ରୀ
ଉଦାହରଣ :
ପୁରାଣାନୁସାରେ ଥରେ ଚନ୍ଦ୍ର ତାରାଙ୍କୁ ଅପହରଣ କରି ନେଇଥିଲେ
ଅନ୍ୟ ଭାଷାରେ ଅନୁବାଦ :
An imaginary being of myth or fable.
mythical being