ଅର୍ଥ : ଯେଉଁ ଲିପିରେ ତାମିଲ ଭାଷା ଲେଖାଯାଏ
ଉଦାହରଣ :
ତାମିଲ ହୋଇ ମଧ୍ୟ ସେ ତାମିଲ ଲିପି ଜାଣେନାହିଁ
ସମକକ୍ଷ : ତାମିଲ ଲିପି
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ତାମିଲନାଡ଼ୁ ନିବାସୀ
ଉଦାହରଣ :
କିଛି ତାମିଲ ମୋର ଭଲ ସାଙ୍ଗ
ଅନ୍ୟ ଭାଷାରେ ଅନୁବାଦ :
तमिलनाडू का मूल या स्थानांतरित निवासी जिसे वहाँ की संस्कृति, धर्म, भाषा आदि विरासत में मिली हुई हो।
कई तमिल मेरे अच्छे मित्र हैं।A member of the mixed Dravidian and Caucasian people of southern India and Sri Lanka.
tamilଅର୍ଥ : ଏକ ଦ୍ରାବିଡ଼ ଭାଷା ଯାହା ବହୁ ପ୍ରାଚୀନ କାଳରୁ ଦକ୍ଷିଣ ଭାରତ ଓ ଶ୍ରୀଲଙ୍କାରେ ତାମିଲମାନଙ୍କଦ୍ୱାରା କୁହାଯାଏ
ଉଦାହରଣ :
ସେ ଦୁଇଜଣ ତାମିଲରେ କଥାବାର୍ତ୍ତା କରୁଛନ୍ତି
ସମକକ୍ଷ : ତାମିଲ ଭାଷା
ଅନ୍ୟ ଭାଷାରେ ଅନୁବାଦ :
The Dravidian language spoken since prehistoric times by the Tamil in southern India and Sri Lanka.
tamilଅର୍ଥ : ତାମିଲ ଭାଷା ସଂବନ୍ଧିତ ବା ତାମିଲ ଭାଷାର
ଉଦାହରଣ :
ତାମିଲ ସାହିତ୍ୟ ବହୁତ ଉନ୍ନତ
ଅର୍ଥ : ତାମିଲନାଡ଼ୁରେ ରହିବା ବ୍ୟକ୍ତି
ଉଦାହରଣ :
ତାମିଲଲୋକେ ପୋଙ୍ଗଲ ପର୍ବ ବଡ଼ ଧୁମଧାମରେ ପାଳନକରନ୍ତି
ଅର୍ଥ : ତାମିଲନାଡ଼ୁ ସହିତ ସଂବନ୍ଧିତ
ଉଦାହରଣ :
ଇତିହାସକାରମାନେ ତାମିଲ ସଂସ୍କୃତିକୁ ଭାରତର ସବୁଠାରୁ ପୁରୁଣା ସଂସ୍କୃତି ମାନନ୍ତି
ଅନ୍ୟ ଭାଷାରେ ଅନୁବାଦ :
तमिलनाडु का या वहाँ के निवासी, भाषा, संस्कृति इत्यादि से संबंधित।
इतिहासकारों ने तमिल संस्कृति को भारत की सबसे पुरानी संस्कृति माना है।Of or relating to a speaker of the Tamil language or the language itself.
Tamil agglutinative phrases.