ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ତାଡି ଶବ୍ଦର ଅର୍ଥ ଏବଂ ଉଦାହରଣ ।

ତାଡି   ବିଶେଷ୍ୟ

ଅର୍ଥ : ଏକ ପ୍ରକାରର ମଦିରା

ଉଦାହରଣ : ତାଡ଼ି ଖଜୁରି ରସରେ ତିଆରି ହୁଏ


ଅନ୍ୟ ଭାଷାରେ ଅନୁବାଦ :

एक प्रकार की मदिरा।

खार्जूर खजूर के रस से बनता है।
खार्जूर

ଅର୍ଥ : ତାଳଗଛର ଚଅଁରର କ୍ଷତରୁ ଝରିଥିବା ନିଶାରସ ଯାହାର ବ୍ୟବହାର ମାଦକ ଦ୍ରବ୍ୟରୂପେ ହୋଇଥାଏ

ଉଦାହରଣ : ଲୋକମାନେ ଗଛଛାଇରେ ବସି ତାଡି ପିଉଛନ୍ତି


ଅନ୍ୟ ଭାଷାରେ ଅନୁବାଦ :

ताड़ के फूलते हुए डठलों से निकाला हुआ नशीला रस जिसका व्यवहार मादक द्रव्य के रूप में होता है।

लोग पेड़ के नीचे बैठकर ताड़ी पी रहे हैं।
ताड़ी

A drug that can produce a state of intoxication.

intoxicant