ଅର୍ଥ : ଚାଷୀମାନଙ୍କ ନିକଟରୁ ସରକାରଙ୍କ ଖଜଣା ଆଦାୟ କରୁଥିବା ଏବଂ ଅଞ୍ଚଳର ଛୋଟଛୋଟ ମକଦମା ବିଚାର କରୁଥିବା ତହସିଲର ପ୍ରଧାନ ଅଧିକାରୀ
ଉଦାହରଣ :
ତାର ବାପା ତହସିଲଦାର ଅଛନ୍ତି
ଅନ୍ୟ ଭାଷାରେ ଅନୁବାଦ :
तहसील का वह प्रधान अधिकारी जो किसानों से सरकारी मालगुज़ारी वसूल करता और माल के छोटे मुकदमे सुनता है।
उसके पिताजी तहसीलदार हैं।