ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ତହବାଜାରୀ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ତହବାଜାରୀ   ବିଶେଷ୍ୟ

ଅର୍ଥ : ବଜାରର ଛକ ଉପରେ ଜିନିଷ ବିକ୍ରି କରୁଥିବା ଲୋକଙ୍କଠାରୁ ଯେଉଁ ମହାସୁଲ ନିଆଯାଏ

ଉଦାହରଣ : ଜଣେ ଲୋକ ହାଟଦିନ ବୁଲିବୁଲି ହାଟ ମହାସୁଲ ଆଦାୟ କରୁଥିଲା

ସମକକ୍ଷ : ହାଟ ମହାସୁଲ


ଅନ୍ୟ ଭାଷାରେ ଅନୁବାଦ :

वह महसूल जो बाजार के चौक या पटरी पर सौदा बेचने वालों से लिया जाता है।

एक आदमी बाजार के दिन घूम-घूम कर तहबाजारी वसूल रहा था।
झूरी, तहबाज़ारी, तहबाजारी

Charge against a citizen's person or property or activity for the support of government.

revenue enhancement, tax, taxation