ଅର୍ଥ : ତରକୀ ଭଳି କିନ୍ତୁ ତାଠାରୁ ଟିକେ ଚଉଡା ଏକ କର୍ଣ୍ଣାଭୂଷଣ
ଉଦାହରଣ :
ଶୀଲା ତରକୁଲା ପିନ୍ଧିଛି
ଅନ୍ୟ ଭାଷାରେ ଅନୁବାଦ :
एक कर्णाभूषण जो तरकी की तरह पर उससे थोड़ा चौड़ा होता है।
शीला तरकुला पहनती है।
तरकुला
Jewelry to ornament the ear. Usually clipped to the earlobe or fastened through a hole in the lobe.
earring