ଅର୍ଥ : ରୋଷେଇ ହୋଇଥିବା ମସଲାଦାର ବା ପାଣିଆ ତରକାରୀ
ଉଦାହରଣ :
ଖାଦ୍ୟରେ ଗୋଟିଏ ତରକାରି ଆଉ ଗୋଟିଏ ଭଜା ତାଙ୍କର ନିହାତି ଆବଶ୍ୟକ
ସମକକ୍ଷ :
ତିଅଣ, ତୁଣ, ବ୍ୟଞ୍ଜନ
ଅନ୍ୟ ଭାଷାରେ ଅନୁବାଦ :
पकी हुई मसालेदार तर या गीली सब्ज़ी।
खाने में उन्हें एक तरकारी और एक भुजिया अवश्य चाहिए।
तरकारी,
तीवन,
सालन
(East Indian cookery) a pungent dish of vegetables or meats flavored with curry powder and usually eaten with rice.
curry