ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ତମ୍ବାଟିଆ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ତମ୍ବାଟିଆ   କ୍ରିୟାପଦ

ଅର୍ଥ : ତମ୍ବାରଙ୍ଗର ହେବା

ଉଦାହରଣ : ଚିତ୍ରକାର ମାଟିମୂର୍ତ୍ତିକୁ ଏଭଳି ରଙ୍ଗରେ ରଙ୍ଗାଇଲା ଯେ ତାହା ତମ୍ବାଟିଆ ହୋଇଗଲା


ଅନ୍ୟ ଭାଷାରେ ଅନୁବାଦ :

ताँबे के रंग का होना।

चित्रकार ने मिट्टी की मूर्ति को ऐसे रंग में रंगा कि वह तँबिया गई।
तँबियाना, तंबियाना

ତମ୍ବାଟିଆ   ବିଶେଷଣ

ଅର୍ଥ : ତମ୍ବା ରଙ୍ଗର

ଉଦାହରଣ : କୁମ୍ଭାର ଖେଳଣାକୁ ତମ୍ବାଳିଆ ରଙ୍ଗରେ ରଙ୍ଗାଉଛି

ସମକକ୍ଷ : ତମ୍ବାଳିଆ, ପିଙ୍ଗଳ


ଅନ୍ୟ ଭାଷାରେ ଅନୁବାଦ :

तांबे के रंग का।

कुम्हार खिलौने को तामड़े रंग में रंग रहा है।
तामड़ा, पिंग, पिंगल, पिङ्ग, पिङ्गल

Of something having the color of copper.

copper colored, coppery