ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ତପୋବନ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ତପୋବନ   ବିଶେଷ୍ୟ

ଅର୍ଥ : ତପସ୍ୱୀମାନଙ୍କ ରହିବା ବା ତପସ୍ୟା କରିବା ଯୋଗ୍ୟ ସ୍ଥାନ

ଉଦାହରଣ : ହିମାଳୟ ସାଧୁସନ୍ୟାସୀମାନଙ୍କ ତପୋଭୂମି

ସମକକ୍ଷ : ତପୋଭୂମି


ଅନ୍ୟ ଭାଷାରେ ଅନୁବାଦ :

वह स्थान जो तपस्वियों के रहने या तपस्या करने के योग्य हो।

हिमालय साधु-संन्यासियों की तपोभूमि है।
तपोभूमि

ଅର୍ଥ : ଯେଉଁ ବଣରେ ତପସ୍ବୀ ରହନ୍ତି ଏବଂ ତପସ୍ୟା କରନ୍ତି

ଉଦାହରଣ : ଶ୍ରୀ ରାମ ନିଜ ବନବାସ କାଳରେ ତପୋବନର କେତେକ ତପସ୍ବୀଙ୍କୁ ମଧ୍ୟ ଭେଟି ଥିଲେ


ଅନ୍ୟ ଭାଷାରେ ଅନୁବାଦ :

वह वन जहाँ तपस्वी रहते एवं तपस्या करते हैं।

रामजी अपने वनवास काल में तपोवन के कई तपस्वियों से भी मिले।
तपोवन