ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ତପସ୍ୱିନୀ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ତପସ୍ୱିନୀ   ବିଶେଷ୍ୟ

ଅର୍ଥ : ତପସ୍ୟା କରୁଥିବା ସ୍ତ୍ରୀଲୋକ

ଉଦାହରଣ : ତପସ୍ୱିନୀଙ୍କ ମନସ୍କାମନା ଅନ୍ତତଃ ପୂର୍ଣ୍ଣ ହେଲା

ସମକକ୍ଷ : ତାପସୀ, ଯୋଗିନୀ


ଅନ୍ୟ ଭାଷାରେ ଅନୁବାଦ :

तपस्या करने वाली स्त्री।

तपस्विनी की मनोकामना अंततः पूर्ण हुई।
तपस्विनी, तापसी

ଅର୍ଥ : ତପସ୍ୱୀଙ୍କ ସ୍ତ୍ରୀ

ଉଦାହରଣ : ତପସ୍ୱୀଙ୍କ ସହିତ ବସି ତପସ୍ୱିନୀ ତପସ୍ୟା କରୁଛନ୍ତି

ସମକକ୍ଷ : ତାପସୀ


ଅନ୍ୟ ଭାଷାରେ ଅନୁବାଦ :

तपस्वी की स्त्री।

तपस्विनी तपस्वी के साथ बैठकर तपस्या कर रही है।
तपस्विनी, तापसी

A married woman. A man's partner in marriage.

married woman, wife