ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ତନ୍ଦ୍ରାଳୁ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ତନ୍ଦ୍ରାଳୁ   ବିଶେଷଣ

ଅର୍ଥ : ନିଦରେ ଘୁମାଉଥିବା

ଉଦାହରଣ : ନିଦ ମଳମଳ ଲୋକଟି ବାରମ୍ବାର ପାଣିରେ ତା ଆଖି ଧୋଉଥିଲା

ସମକକ୍ଷ : ତନ୍ଦ୍ରାଶୀଳ, ନିଦ ମଳମଳ, ନିଦୁଆ


ଅନ୍ୟ ଭାଷାରେ ଅନୁବାଦ :

ऊँघता हुआ।

उनींदा व्यक्ति बार-बार अपनी आँखों को पानी से धो रहा था।
उनींदा, तंद्रालु, तंद्रित, निंदासा

Ready to fall asleep.

Beginning to feel sleepy.
A sleepy-eyed child with drooping eyelids.
Sleepyheaded students.
sleepy, sleepy-eyed, sleepyheaded

ଅର୍ଥ : ଯାହାକୁ ନିଦ୍ରା ଆସୁଛି

ଉଦାହରଣ : ତନ୍ଦ୍ରାଳୁ ବ୍ୟକ୍ତି ଭୂଇଁ ଉପରେ ଶୋଇଗଲା

ସମକକ୍ଷ : ନିଦ୍ରାଳୁ


ଅନ୍ୟ ଭାଷାରେ ଅନୁବାଦ :

जिसे तंद्रा आ रही है।

तंद्रिल व्यक्ति जमीन पर ही सो गया।
तंद्रिल, तन्द्रिल