ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଆଖି ବୁଜିହୋଇଆସିବାର କ୍ରିୟା ବା ଭାବ
ଉଦାହରଣ : ସେ ଚୌକି ଉପରେ ବସିବସି ଢୋଳେଇ ପଡ଼ୁଥିଲା
ସମକକ୍ଷ : ଘୁମ, ଢୋଳ
ଅନ୍ୟ ଭାଷାରେ ଅନୁବାଦ :हिन्दी
वह नींद जो पलकें गिरने से आरंभ होती है और कुछ ही क्षणों बाद पलकें खुल जाने के कारण टूट जाती है।
ଅର୍ଥ : ପୂରା ନିଦ୍ରା ପୂର୍ବର ପ୍ରାରମ୍ଭିକ ଅବସ୍ଥା
ଉଦାହରଣ : ବଡ଼ ଶବ୍ଦ ଶୁଣି ମୋର ତନ୍ଦ୍ରା ଭଙ୍ଗ ହେଲା
ସମକକ୍ଷ : ଛାଇନିଦ
ଅନ୍ୟ ଭାଷାରେ ଅନୁବାଦ :हिन्दी English
वह अवस्था जो पूरी नींद आने के आरंभ में होती है।
A state of comatose torpor (as found in sleeping sickness).
ସଂସ୍ଥାପନ କରନ୍ତୁ