ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଏକ ପ୍ରକାରର ରେଶମ
ଉଦାହରଣ : ତନ୍ଦୁରୀ ସୂକ୍ଷ୍ମ ଏବଂ ମୁଲାୟମ ହୋଇଥାଏ
ସମକକ୍ଷ : ତଂଦୁରୀ
ଅନ୍ୟ ଭାଷାରେ ଅନୁବାଦ :हिन्दी
एक प्रकार का रेशम।
ଅର୍ଥ : ଯାହାକୁ ତନ୍ଦୁରରେ ସେକା ଯାଇଛି ବା ତିଆରି କରାଯାଇଛି
ଉଦାହରଣ : ସହରରେ ତନ୍ଦୁରୀ କୁକୁଡ଼ା ବହୁ ପ୍ରଚଳିତ ଖାଦ୍ୟ
ଅନ୍ୟ ଭାଷାରେ ଅନୁବାଦ :हिन्दी English
जिसे तंदूर में सेंका या पकाया गया हो।
(meat) cooked by dry heat in an oven.
ସଂସ୍ଥାପନ କରନ୍ତୁ