ଅର୍ଥ : ତା ପରି ବା ତା ସମାନ ରୂପର
ଉଦାହରଣ :
ଗଣେଶଙ୍କ ଏହି ମୂର୍ତ୍ତିର ଅନୁରୂପ ଆଉ ମଧ୍ୟ ଦଶଟି ମୂର୍ତ୍ତି ଗଢ଼ିଦିଅନ୍ତୁ
ସମକକ୍ଷ :
ଅନୁରୂପ, ଅବିକଳ, ତଦନୁରୂପ, ତଦ୍ରୂପ
ଅନ୍ୟ ଭାଷାରେ ଅନୁବାଦ :
उसी के समान या रूप का।
जैसी यह गणेश की मूर्ति है तदनुरूप और भी दस मूर्तियाँ बना दीजिए।
तदनुरूप,
तदाकार,
तद्रूप
Having the same or similar characteristics.
All politicians are alike.
They looked utterly alike.
Friends are generally alike in background and taste.
alike,
like,
similar