ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଢିପମାଟି ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଢିପମାଟି   ବିଶେଷ୍ୟ

ଅର୍ଥ : ଜମିର ଢିପସ୍ଥାନରୁ ଖୋଳା ହୋଇଥିବା ମା‌ଟି

ଉଦାହରଣ : ଚାଷୀ ଢିପମାଟିଦ୍ବାରା ଖାଲକୁ ପୋତି ସମାନ କରୁଛି


ଅନ୍ୟ ଭାଷାରେ ଅନୁବାଦ :

खेत की ऊँची भूमि से खोदी हुई मिट्टी।

किसान उझिला से गड्ढों को पाट रहा है।
उझिला