ଅର୍ଥ : ଶାଖାରୁ ବାହାରିଥିବା ଛୋଟ ଶାଖା
ଉଦାହରଣ :
ସେ ଗଛର ଏକ ଶାଖା ଭାଙ୍ଗିଦେଲା
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଗଛଆଦିର କାଣ୍ଡରେ ଏଣେତେଣେ ବାହାରିଥିବା ଅଙ୍ଗ
ଉଦାହରଣ :
ପିଲାମାନେ ଆମ୍ବ ଗଛ ଶାଖାରେ ଝୁଲୁଛନ୍ତି
ସମକକ୍ଷ : ଶାଖା
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଛୋଟ ଗଛର ମୂଳ ଏବଂ ଶାଖା
ଉଦାହରଣ :
ଛୁଆଟି ଗଛର ଡାଳ ଭାଙ୍ଗିଦେଲା
ଅନ୍ୟ ଭାଷାରେ ଅନୁବାଦ :