ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ପୁଅପିଲାଙ୍କର ଗୋଟିଏ ଖେଳ
ଉଦାହରଣ : ପିଲାମାନେ ପଡ଼ିଆରେ ଡାଗରପୁଆ ଖେଳୁଛନ୍ତି
ସମକକ୍ଷ : ଗୁଲିଦଣ୍ଡା, ଢାଉପୁଆ
ଅନ୍ୟ ଭାଷାରେ ଅନୁବାଦ :हिन्दी
लड़कों का एक खेल।
ଅର୍ଥ : ଗୋଟିଏ ଖେଳ ଯେଉଁଥିରେ ପୁଆକୁ ବାଡ଼ିରେ ମରାଯାଏ
ଉଦାହରଣ : ପିଲାମାନେ ପଡ଼ିଆରେ ଡାବଳପୁଆ ଖେଳୁଛନ୍ତି
ସମକକ୍ଷ : ଗିଲିଦଣ୍ଡା, ଡାବଳପୁଆ
एक खेल जिसमें गुल्ली को डंडे से मारा जाता है।
ଅର୍ଥ : କାଠିରେ କାଠିକୁ ମାରି ଗାରକୁ ପାରିକରିବାର ଏକ ଖେଳ
ଉଦାହରଣ : ପିଲାମାନେ ଦାଣ୍ଡରେ ଡାଗରପୁଆ ଖେଳୁଛନ୍ତି
ସମକକ୍ଷ : ଡାହୁପୁଆ
लकड़ी से लकड़ी मार कर लकीर से पार करने का एक खेल।
ସଂସ୍ଥାପନ କରନ୍ତୁ