ଅର୍ଥ : ଯେଉଁ ବଙ୍ଗଳା ବା କୋଠା ସରକାରଙ୍କ ତରଫରୁ ବିଦେଶୀ ବା ରାଜ୍ୟର ଅଧିକାରୀମାନଙ୍କ ରହଣିପାଇଁ ତିଆରି କରାଯାଇଥାଏ
ଉଦାହରଣ :
ଏହି ଡାକବଙ୍ଗଳା ଇଂରେଜ ଅମଳର
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ପ୍ରାଚୀନ କାଳରେ ବାଟରେ ପଡ଼ୁଥିବା ଯେଉଁ ସ୍ଥାନରେ ଯାତ୍ରୀମାନେ ବିଶ୍ରାମ କରନ୍ତି ବା ଗାଡ଼ି ବଦଳାଇଥାନ୍ତି
ଉଦାହରଣ :
ଯାତ୍ରାକୁ ସଫଳ କରିବାପାଇଁ ସ୍ଥାନେ ସ୍ଥନେ ଡାକବଙ୍ଗଳା ତିଆରି କରାଯାଇଥିଲା
ସମକକ୍ଷ : ଚଟିଘର
ଅନ୍ୟ ଭାଷାରେ ଅନୁବାଦ :