ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଡାଆଣୀ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଡାଆଣୀ   ବିଶେଷ୍ୟ

ଅର୍ଥ : କୌଣସି ମୃତ ସ୍ତ୍ରୀ ଆତ୍ମାର ଯେଉଁ କଳ୍ପିତ ରୂପ ମୁକ୍ତି ବା ମୋକ୍ଷ ଅଭାବରେ ପ୍ରାପ୍ତ ହୋଇଥାଏ ଏବଂ ଯେଉଁଥିରେ ସେ ଏଭଳି କଷ୍ଟଦାୟକ ଏବଂ ଅମାଙ୍ଗଳିକ କାର୍ଯ୍ୟ କରିଥାଏ

ଉଦାହରଣ : ବିଜ୍ଞାନ ଯୁଗରେ ମଧ୍ୟ ଅଧିକାଂଶ ଲୋକ ଭୂତୁଣୀରେ ବିଶ୍ୱାସ କରନ୍ତି

ସମକକ୍ଷ : ନିଶାଚରୀ, ପିଶାଚିନୀ, ପେତିନୀ, ପ୍ରେତନୀ, ଭୂତୁଣୀ


ଅନ୍ୟ ଭାଷାରେ ଅନୁବାଦ :

किसी मृत स्त्री की आत्मा का वह कल्पित रूप जो मुक्ति या मोक्ष के अभाव में उसे प्राप्त होता है और जिसमें वह प्रायः कष्टदायक और अमांगलिक कार्य करती है।

इस विज्ञान के युग में भी अधिकांश लोग भूतनी में विश्वास करते हैं।
अमुची, चुड़ैल, डाइन, डायन, निशाचरी, पिशाचनी, पिशाचिनी, प्रेतनी, बला, भूतनी

A being (usually female) imagined to have special powers derived from the devil.

witch

ଅର୍ଥ : ଏକ ପ୍ରକାର ଭୂତୁଣୀ

ଉଦାହରଣ : ମନୋରମାକୁ ଏକ ଡାହାଣୀ ଲାଗିଛି ବୋଲି ତାନ୍ତ୍ରିକ କହିଲା

ସମକକ୍ଷ : ଡାହାଣୀ


ଅନ୍ୟ ଭାଷାରେ ଅନୁବାଦ :

एक प्रकार की चुड़ैल।

तांत्रिक ने बताया की मनोरमा को एक डाइन ने पकड़ लिया है।
डँगरी, डंकिनी, डाइन, डाकिन, डाकिनी, डायन