ଅର୍ଥ : ଡରିକରି ବା ଚମକିପଡ଼ି ଏପଟ ସେପଟ ହେବା
ଉଦାହରଣ :
ଯୋରରେ ଶବ୍ଦ ଶୁଣି ପଶୁପଲ ଭୟଭୀତ ହୋଇଗଲେ
ସମକକ୍ଷ : ଚମକିଯିବା, ଭୟଭୀତ ହେବା, ହୁରୁଡ଼ିବା
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଡରି ଯିବା
ଉଦାହରଣ :
ଭୂତ କାହାଣୀ ଶୁଣି ସେ ଡରିଗଲା
ସମକକ୍ଷ : ଡରିବା, ଭୟଭୀତ ହେବା, ଶଙ୍କା ପଶିବା, ଶଙ୍କିଯିବା
ଅନ୍ୟ ଭାଷାରେ ଅନୁବାଦ :