ଅର୍ଥ : ମୁଣ୍ଡରେ ଗୁଡ଼େଇହୋଇ ବନ୍ଧା ହୋଇଥିବା ଲମ୍ବା ଲୁଗା
ଉଦାହରଣ :
ସେ ଖରାରେ କାମ କରିବା ସମୟରେ ମୁଣ୍ଡରେ ଠେକା ଭିଡ଼େ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : କେବଳ ତାଳଦେଇ ତବଲା ବା ଢୋଲ ବଜାଇବା ପ୍ରକ୍ରିୟା
ଉଦାହରଣ :
ତବଲାବାଦକ ରହିରହି ଠେକା ଦେଉଥିଲା
ଅନ୍ୟ ଭାଷାରେ ଅନୁବାଦ :
तबला या ढोल बजाने की क्रिया का वह प्रकार जिसमें केवल ताल दिया जाता है।
तबलची रह-रह कर ठेका दे रहा था।