ଅର୍ଥ : (ପଦଚାରୀ ବା ସବାରବ୍ୟକ୍ତି) କିଛି ବିଶେଷ ସମୟସୀମା ମଧ୍ୟରେ କିଛି ବିଶେଷ କ୍ଷେତ୍ରରେ ଯିବାଆସିବା କରୁଥିବା ବସ୍ତୁର ଭିଡ
ଉଦାହରଣ :
ଗହଳି କାରଣରୁ ମୋତେ ଏଠାକୁ ଆସିବାକୁ ବିଳମ୍ବ ହେଲା ଏହି ସହରର ଟ୍ରାଫିକ ଏକ ପ୍ରକାରର ସମସ୍ୟା
ସମକକ୍ଷ : ଗହଳି
ଅନ୍ୟ ଭାଷାରେ ଅନୁବାଦ :
The aggregation of things (pedestrians or vehicles) coming and going in a particular locality during a specified period of time.
trafficଅର୍ଥ : କୌଣସି ସମୟରେ କିଛି ସଞ୍ଚାର ବ୍ୟବସ୍ଥାରେ ହେଉଥିବା କାର୍ଯ୍ୟକଳାପଗୁଡ଼ିକର ମାତ୍ରା
ଉଦାହରଣ :
ରାତିରେ ଟ୍ରାଫିକ ଅତ୍ୟଧିକ ବଢ଼ିଯାଏ
ଅନ୍ୟ ଭାଷାରେ ଅନୁବାଦ :
The amount of activity over a communication system during a given period of time.
Heavy traffic overloaded the trunk lines.